ଆରମ୍ଭ ହେବାକୁ ଯାଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ. ଅକ୍ଟୋବର 21 ତାରିଖ ଗୁଆହାଟୀରେ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ବିସିସିଆଇ 12 ଜଣ ଖେଳାଳୀଙ୍କ ନାମ ଘୋଷଣା କରିଛି. ତେବେ ଗୋଟିଏ ଦିନ ପୂର୍ବରୁ ବିସିସିଆଇ ଖେଳାଳୀଙ୍କ ନାମ ଟ୍ୱିଟର ମାଧ୍ୟମରେ ଘୋଷଣା କରିଛି. ତେବେ ଏହି 12 ଜଣିଆ ଟିମରେ ରହିଛନ୍ତି ଶିଖର ଧାଓ୍ଵନ, ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଅବାନ୍ତି ରାୟଡୁ, ଋଷଭ ପନ୍ତ, ମହେନ୍ଦ୍ର ସିଂହ ଧୋନି, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମେଶ ଯାଦବ, ମହମ୍ମଦ ସାମି ଓ ଅଖୀଲ ଅହମ୍ମଦ. ତେବେ ଏହି ଦିନିକିଆ ମ୍ୟାଚରେ ଋଷଭ ପନ୍ତ ଖେଳିବା ଏକପ୍ରକାର ନିଶ୍ଚିନ୍ତ ହୋଇଛି.

LEAVE A REPLY

Please enter your comment!
Please enter your name here