ମୁମ୍ବାଇରେ ଭାରତର ଜବରଦସ୍ତ ବିଜୟ । ଭାରତୀୟ କ୍ରିକେଟ ଟିମ୍ ବଡ ବିଜୟ ହାସଲ କରିଛନ୍ତି । ୧-୦ରେ ଟେଷ୍ଟ ସିରିଜ ଜିତିଛି ଭାରତ । ନ୍ୟୁଜିଲାଣ୍ଡକୁ ୩୭୨ ରନରେ ହରାଇଛି ଟିମ୍ ଇଣ୍ଡିଆ । ଏବଂ ଏହି ସିରିଜ ଜିତିଛି ଭାରତ । ୫୪୦ ରନର ଟାର୍ଗେଟ ଦେଇଥିଲା ଭାରତ । କିନ୍ତୁ ନ୍ୟୁଜିଲାଣ୍ଡ ଏହା କରିପାରିନଥିଲା । ଯାହା ଫଳରେ ଭାରତ ୧-୦ରେ ଟେଷ୍ଟ ସିରିଜ ଜିତି ନେଇଛି । କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା । ଏବଂ ମୁମ୍ବାଇରେ ଖେଳାଯାଇଥିଲା ଏହି ମ୍ୟାଚ୍ ।

LEAVE A REPLY

Please enter your comment!
Please enter your name here