କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣିଗାଁରେ ଯୁବକଙ୍କୁ ହତ୍ୟା । ଗାଁର କୈଳାସ ମାଝୀ ନାମକ ଯୁବକଙ୍କୁ ପଥରରେ ମୁଣ୍ଡକୁ ଛେଚି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ମିଳିଥିବା ସୁଚନା ଅନୁସାରେ, ଯୁବକ ଜଣକ ଶନିବାର ସକାଳୁ ମଣିଂ ୱାର୍କରେ ଘରୁ ବାହାରିଥିବାବେଳେ ଏହି ହତ୍ୟା କରାଯାଇଛି । ପ୍ରେମ ଜନିତ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । (ରିପୋର୍ଟ : ସୌମ୍ୟ ରଂଜନ ଅଗସ୍ତି )

LEAVE A REPLY

Please enter your comment!
Please enter your name here