ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ୫୦ଜଣ ସମର୍ଥକ ବିଜେଡିରେ ଯୋଗଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକର ଉପାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ନେତୃତ୍ୱରେ ଏହି କର୍ମୀମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଛନ୍ତି । ଜର୍ଜ ତିର୍କୀ ବାରମ୍ବାର ଦଳ ପରିବର୍ତ୍ତନ କରୁଥିବାରୁ ସେମାନେ ଅସନ୍ତୁଷ୍ଟ ବୋଲି କହିଛନ୍ତି । ଏଥିସହିତ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସେମାନେ ବିଜେଡି ଉପରେ ଭରସା କରିଛନ୍ତି ଏହି କର୍ମିମାନେ ।

LEAVE A REPLY

Please enter your comment!
Please enter your name here