କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ବିଜୟାନନ୍ଦ ପବ୍ଲିକ ସ୍କୁଲରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି . ସଚେତନତା ନାଗରିକ ମଞ୍ଚର ଆବାହକ ତଥା ଧର୍ମଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବୀର ଶିପକା ଏହି ସମ୍ମିଳନୀର ଆୟୋଜନ କରିଥିଲେ. ଗୋଲମୁଣ୍ଡା ବ୍ଲକ୍ ରେ ଜେଏମସି କୋର୍ଟ ସ୍ଥାପନା ବିଳମ୍ବକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ତେବେ ଯଥାଶୀଘ୍ର ଏହାର କାର୍ୟ୍ୟ ଆରମ୍ଭ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here