ଝିଅ ହେଉ କିମ୍ବା ପୁଅ, ଆଜିକାଲି ସମସ୍ତଙ୍କ ମୁହଁରେ ପିମ୍ପଲ୍ସ ଦେଖିବାକୁ ମିଳୁଛି. ଯେଉଁଥିପାଇଁ ସେମାନେ ଚିନ୍ତାରେ ରହିବା ସହ ତାକୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ ମଧ୍ୟ ବ୍ୟବହାର କରୁଛନ୍ତି. ମାତ୍ର ପିମ୍ପଲ୍ସ ଯାଉନାହିଁ. ତେବେ ଏଥିପାଇଁ ଆମେ ଆଜି ଆପଣଙ୍କୁ ଏଭଳି ଏକ ତେଲର ବ୍ୟବହାର ବିଷୟରେ ଜଣାଇବୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କ ମୁହଁରେ ଥିବା ପିମ୍ପଲ୍ସ ସବୁଦିନ ପାଇଁ ଦୂର ହୋଇଯିବ. ଟି ଟ୍ରି ଅଏଲ ଏଭଳି ଏକ ତେଲ ଯାହାର ନା ଆପଣ କେବେ ଶୁଣି ନଥିବେ. ମାତ୍ର ଏହାର ବ୍ୟବହାର ଦ୍ୱାରା ମୁହଁରେ ଯେତେପ୍ରକାର ବ୍ରଣ ହୋଇଥାଉ, ତାହା ଦୂର ହୋଇଥାଏ. ଏହି ତେଲକୁ ରାତିରେ ଶୋଇବା ପୂର୍ବରୁ ମୁହଁ ଲଗାଇ ଦିଅନ୍ତୁ ଏବଂ ସକାଳେ ଧୋଇଦିଅନ୍ତୁ. ଏହିପରି ଲଗାତର 7 ଦିନ କରିବା ଦ୍ୱାରା ମୁହଁର ସବୁ ବ୍ରଣ ଓ ଦାଗ ଦୂର ହୋଇଥାଏ. ତେବେ ଏହି ତେଲକୁ କେବଳ ରାତିରେ ହିଁ ଲଗେଇବା ଉଚିତ୍.

 

 

 

 

LEAVE A REPLY

Please enter your comment!
Please enter your name here