ପାରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜିତୁକୁ ଶନିବାର ପ୍ରାୟ ସକାଳ 5 ଟା ସମୟରେ ପିପିଲି ପୋଲିସ ଏନକାଉଣ୍ଟର କରିଛି. ଫଳରେ ଜିତୁର ଡାହାଣ ଗୋଡରେ ଗୁଳି ବାଜିଛି. ପରବର୍ତ୍ତୀ ସମୟରେ ଜିତୁର ଅବସ୍ଥା ଗୁରୁତର ହେବାରୁ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି.  ସୂଚନା ଅନୁସାରେ, ଜିତୁକୁ ଧରିବା ପାଇଁ ପୋଲିସ କେବେଠାରୁ ଚେଷ୍ଟା କରିଥିଲା. ମାତ୍ର ସେ ଧରା ନ ପଡିବାରୁ ପରେ ପୁରୀ ଏସପିଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଗଠନ କରାଯାଇଥିଲା. ଶନିବାର ସେ ଧରାପଡିଛି. ତେବେ ଜିତୁ ନାଁ ରେ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here