Home Bussiness କାର୍ ଦୁର୍ଘଟଣାରୁ ରକ୍ଷା କରିବ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ BussinessTrending News କାର୍ ଦୁର୍ଘଟଣାରୁ ରକ୍ଷା କରିବ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ By Takshak Bureau - January 14, 2019 485 0 Facebook Twitter Google+ Pinterest WhatsApp ଲମ୍ବା ସମୟ ଅପେକ୍ଷା ପରେ ଶେଷରେ ମୋଦି ସରକାର କାରରେ ଇଲେକ୍ଟ୍ରୋନିକ ଷ୍ଟାବିଲିଟି କଣ୍ଟ୍ରୋଲ ସିଷ୍ଟମ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି. 2021 ମସିହା ବେଳକୁ ଏହି ସିଷ୍ଟମକୁ ଆପଣେଇବା ପାଇଁ ସମସ୍ତେ ବାଧ୍ୟ ହେବେ. ଏହା ଲାଗିବା ପରେ କାର ମୂଲ୍ୟ ମଧ୍ୟ ବଢିଯିବ ଏବଂ ବିକଶିତ ଦେଶରେ ଏହା ଆରମ୍ଭ କରାଯିବ. ପରିବହନ ବିଶେଷଜ୍ଞଙ୍କ କହିବା ଅନୁସାରେ କାରର ଡ୍ୟାସବୋର୍ଡ ଉପରେ ଏକ ବଟନ ଲାଗିଥାଏ. ଯାହାକୁ ଅନ ଓ ଅଫ କରିହୁଏ. ଇଏସସିକୁ ଅଫ କରିବା ମାତ୍ରେ କାର୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ. ଫଳରେ ଆକ୍ସିଡେଣ୍ଟ ହୋଇଥାଏ ବୋଲି ଅଷ୍ଟ୍ରେଲିଆରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି. ଏହାକୁ ଅନ କଲେ ସମାନ ଗତିରେ ଏହା କାରକୁ ଆରାମରେ ନେଇଥାଏ. ତେବେ ଅଷ୍ଟ୍ରେଲିଆରେ ଏହାକୁ 2011ମସିହାରୁ ଲାଗୁ କରାଯାଇଛି. RELATED ARTICLESMORE FROM AUTHOR Big Story ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ Big Story ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ Entertainment ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...