ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ବଦଳି କରାଯାଇଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟ ଆଇଜି ପଦରେ ଅବସ୍ଥାପିତ କରାଯାଇଛି । ସେହିପରି ପି.ଏସ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁରର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ବରଗଡ ଜିଲ୍ଲା ଏସପି ଭାବେ ରାହୁଲ ଜୈନ, ମାଲକାନଗିରି ପି.ଏସ. ମୀନା, ମୟୁରଭଞ୍ଜ ଆର.କେ. ଧ୍ୟାନଦେଓ, ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡା ଏସପି ଭାବେ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here