ଅଧିକ ଚାପ ପଡୁଥିବାରୁ ଟି-୨୦ର ଅଧିନାୟକ ପଦରୁ ଛାଡିବା କୋହଲିଙ୍କ ନିଷ୍ପତ୍ତି । ଦିନିକିଆ ଓ ଟେଷ୍ଟ ପାଇଁ ଅଧିକ ସମୟ ଦେବେ । ଆସନ୍ତା ବିଶ୍ୱକପ ପରେ ଅଧିନାୟକ ପଦ ଛାଡିବେ ବୋଲି ଟୁଇଟ୍ କରି ସୁଚନା ଦେଲେ ବିରାଟ କୋହଲି । ୩ଟି ଫର୍ମାଟରେ ଅଧିନାୟକ ଥିବାରୁ ଅଧିକ ଚାପ ପଡୁଛି ।