ରାଜ୍ୟରେ ୮୦୦ ମୁହାଁ ଦୈନିକ କରୋନା ସଙ୍କ୍ରମଣ । ଆଜି ରାଜ୍ୟରେ ୭୯୧ନୂଆ ପଜିଟିଭ୍ ବାହାରିଛନ୍ତି । ୨୪ ଘଣ୍ଟାରେ ୭୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୯୧ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୬୫୯ ଏବଂ ଲୋକାଲ କେସ୍ ୩୩୨ ରହିଛି । ସୁନ୍ଦରଗଡରୁ ସର୍ବାଧିକ ୧୪୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୧୧୮ ନୂଆ ପଜିଟିଭ୍ ବାହାରିଛନ୍ତି । ବରଗଡରୁ ୪୮, କଟକରୁ ୪୬, ସମ୍ବଲପୁରରୁ ୪୫, ପୁରୀରୁ ୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୩୮, ଝାରସୁଗୁଡାରୁ ୩୧, ନୂଆପଡାରୁ ୩୧, ଷ୍ଟେଟ୍ ପୁଲ-୨୭, ମୟୂରଭଞ୍ଜ- ୨୪, ଅନୁଗୁଳ-୧୭, ଯାଜପୁରରୁ ୧୬, ବଲାଙ୍ଗୀରରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡାରୁ ୧୪, ଭଦ୍ରକରୁ ୧୦, ଜଗତସିଂହପୁରରୁ ୯ , ଗଞ୍ଜାମରୁ ୯, ବାଲେଶ୍ୱରରୁ ୬ , କନ୍ଧମାଳ-୪, ଢେଙ୍କାନାଳ-୩, ମାଲକାନଗିରି-୨ ଏବଂ ବୌଦ୍ଧରୁ ୨ ଜଣ ନୂଆ ପଜିଟିଭ୍ ବାହାରିଛନ୍ତି ।

LEAVE A REPLY

Please enter your comment!
Please enter your name here