ରାଜ୍ୟରେ ଅତି ଭୟଙ୍କର ଭାବେ କାୟା ବିସ୍ତାର କରୁଛି କରୋନା ଓ ଆଜି ସର୍ବାଧିକ ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି ଓ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି ଓ କ୍ବାରେଣ୍ଟିନରୁ ୩୩୮, ଲୋକାଲ କତଣ୍ଟାକ୍ଟରୁ ୧୮୯ ଚିହ୍ନଟ ହୋଇଛନ୍ତି ଓ ବାଲେଶ୍ବରରୁ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରୁ ୨୧, ଭଦ୍ରକରୁ ୨, କଟକରୁ ୧୭, ବରଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୨୫, ଖୋର୍ଦ୍ଧାରୁ ୫୦ ଜଣ, ଝାରସୁଗୁଡାରୁ ୪, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୭, କୋରାପୁଟରୁ ୬, ମାଲକାନଗିରିରୁ ୩, ମୟୁରଭଂଜରୁ ୧୦, ନବରଙ୍ଗପୁରରୁ ୩, ନୟାଗଡରୁ ୧୮, ନୂଆପଡାରୁ ୪, ପୁରୀରୁ ୧୬ , ରାୟଗଡାରୁ ୧, ସୁନ୍ଦରଗଡରୁ ୭୮, ସୋନପୁରରୁ ୫, ସମ୍ବଲପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ଓ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୬୨୪ ରେ ପହଞ୍ଚିଛି ଓ ଆଜି ସୁଦ୍ଧା ୬୭୦୩ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ ୩୮୬୦ ରହିଛି ଓ ରାଉରକେଲା ଅଞ୍ଚଳର ଜଣେ ସୁପରସ୍ପ୍ରେଡର ୯୫ ଜଣ ଲୋକଙ୍କୁ କରୋନାରେ ଆକ୍ରାନ୍ତ କରିଥିବା ସୂଚନା ମିଳିଛି ଓ ଆଜି ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଆଜି ସୁଦ୍ଧା କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି ଓ

LEAVE A REPLY

Please enter your comment!
Please enter your name here