ଜାପାନ ନ୍ୟାସନାଲ ଷ୍ଟାଡିଅମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ । 68 ହଜାର ଆସନ ବିଶିଷ୍ଟ ଏହି ଷ୍ଟାଡିଅମରେ କିନ୍ତୁ କୋଭିଡ ପାଇଁ ଅଳ୍ପ କିଛି ଅଧିକାରୀ, ଭିଆଇପି, ଭିଭିଆଇପି ଓ ଖେଳାଳିଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଟୋକିଓ ଅଲିମ୍ପିକ । ଉଦଘାଟନୀ ସମାରେହରେ ଭାରତ ତରଫରୁ ମାର୍ଚ୍ଚଫାଷ୍ଟରେ ତ୍ରୀରଙ୍ଗା ଧରି ଚାଲିଲେ ଛ ଧର ବିଶ୍ବ ଚାମ୍ପିଅନ ହୋଇଥିବା ମାରିକମ୍ ଓ ପୁରୁଷ ହକି ଟିମ କ୍ୟାପଟେନ ମନପ୍ରୀତ ସିଂ ।

LEAVE A REPLY

Please enter your comment!
Please enter your name here