ପୋଲିସ-ଓକିଲ ମୁହାଁମୁହିଁ । ସମ୍ବଲପୁର କଚେରୀ ଛକରେ ମୁହାଁମୁହିଁ ହୋଇଛନ୍ତି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କୋର୍ଟ ଭିତରେ ଧସେଇ ପସି ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । କୋର୍ଟ କଚେରୀ ବର୍ଜନ କରି ସତ୍ୟାଗ୍ରହ କରିଛନ୍ତି ଓକିଲ ସଂଘ । ଏହି ସତ୍ୟାଗ୍ରହରେ ଶହଶହ ସଂଘ ମଧ୍ୟ ସାମିଲ ହୋଇଛନ୍ତି । ପୋଲିସ ଛାଉଣୀରେ ରହିଛି ପୁରା କଚେରୀ ଛକ ।

LEAVE A REPLY

Please enter your comment!
Please enter your name here