ଓଡିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ । ଆଇପିଏସ ଡି.ଏସ କୁଟ୍ଟେ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ । କନେଷ୍ଟବଳ ପ୍ରହଲ୍ଲାଦ ରାଉତ ପାଇବେ ରାଷ୍ଟ୍ରପତି ପୋଲିସ ମେଡାଲ । ସେହିପରି ବିଶିଷ୍ଟ ସେବା ପାଇଁ ଓଡିଶାରୁ ୧୧ ଜଣଙ୍କୁ ମିଳିବ ପୋଲିସ ମେଡାଲ ।

LEAVE A REPLY

Please enter your comment!
Please enter your name here