ରାୟଗଡାର ଏକ ହୋଟେଲରେ ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ପାରାଦୀପରେ ପୁଣି ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ପାରାଦୀପ ବନ୍ଦରରେ ଏକ ଜାହଜରେ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ ଏହି ଋଷୀୟ ନାଗରିକ । ତେବେ ବନ୍ଦର ଗାଇଡଲାଇନ ଅନୁସାରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ପୋଲିସ ଡିଜି କହିଛନ୍ତି, ଆବଶ୍ୟକ ହେଲେ ପାରାଦୀପ ଋଷୀୟ ନାଗରିକଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବ ।

LEAVE A REPLY

Please enter your comment!
Please enter your name here