କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ ମାଝୀ । ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । କଂଗ୍ରେସ କଂଗ୍ରେସର ଜନସେବାର ସୁଯୋଗ ନଥିବା ଯୋଗୁଁ ସେ ଇସ୍ତଫା ପତ୍ର ଦେଇଛନ୍ତି । କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ନବରଙ୍ଗପୁରର ପୂର୍ବତନ ସାଂସଦ ଥିଲେ ।

LEAVE A REPLY

Please enter your comment!
Please enter your name here