୨୦ ଜଣିଆ ଓଡିଶା ରଣଜୀ ଦଳ ଘୋଷଣା । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ମ୍ୟାଚ୍ । ଶୁଭ୍ରାଂଶୁ ସେନାପତି ଅଧିନାୟକ । ସୌରାଷ୍ଟ୍ର , ମୁମ୍ବାଇ, ଗୋଆ ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି । ଅନୁରାଗ ଷଡଙ୍ଗୀ, ଶାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ,ଅଂଶୁମାନ ରଥ, ଗୋବିନ୍ଦ ପୋଦ୍ଦାର , ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା । ରାଜେଶ ଧୂପର, ଜୟନ୍ତ ବେହେରା, ପପୁ ରାୟ, ଶୁଭମ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରଣା, ଆଶିଷ ରାୟ, ତାରିଣୀ ସା । ଟିମ୍‌ରେ ୫ ନୂଆ ଚେହେରା, ସିଲେକ୍ସନ କମିଟି ମୁଖ୍ୟ ପ୍ରଭଞ୍ଜନ ମଲ୍ଲିକଙ୍କ ପ୍ରତିକ୍ରିୟା ଏଲିଟ୍ ଗ୍ରୁପ୍ ଊରେ ସାମିଲ ହୋଇଛି ଓଡ଼ିଶା ଟିମ୍‌, ଅହମ୍ମଦାବାଦରେ ସମସ୍ତ ମ୍ୟାଚ୍ ଖେଳିବ

LEAVE A REPLY

Please enter your comment!
Please enter your name here