କଂଗ୍ରେସ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା. ଦଳରେ ତାଙ୍କୁ ଅବହେଳା କରାଯାଇଥିବାରୁ ସେ ଇସ୍ତଫା ଦେଇଛନ୍ତି . ଦଳରେ ତାଙ୍କୁ ଅଣଦେଖା କରାଯାଇଛି ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଯୋଗ ଶୁଣିନଥିବା ସେ କହିଛନ୍ତି. ତେବେ 20 ବର୍ଷର ସଂପର୍କକୁ ତୁଟାଇଛନ୍ତି ପ୍ରକାଶ. କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ଏବଂ ନିଜର ଇସ୍ତଫା ପତ୍ରକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି. ଅନ୍ୟପଟେ ଆଗକୁ ସେ କେଉଁ ଦଳରେ ଯୋଗଦେବେ ସେ ନେଇ କୌଣସି ନିଷ୍ପତ୍ତି ନେଇନଥିବା ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରକାଶ.

LEAVE A REPLY

Please enter your comment!
Please enter your name here