ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନ ବନ୍ଦରରୁ ୟୁକ୍ରେନ ବିମାନ ଅପହରଣ । ଆଫଗାନିସ୍ତାନରେ ଫସି ରହିଥିବା ୟୁକ୍ରେନ ଲୋକଙ୍କୁ ନେବାକୁ ଆସିଥିବା ୟୁକ୍ରେନ ବିମାନକୁ ଅପହରଣକାରୀମାନେ ଇରାନ ନେଇଯାଇଥିବା ଜଣାପଡିଛି । ବିମାନ ଅପହରଣ ହୋଇଥିବା ସଂପର୍କରେ ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here