କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇରେ ସହିଦ ହୋଇଛନ୍ତି ଦୁଇଜଣ ସେନା ଅଧିକାରୀ ଓ ଜଣେ ପୋଲିସ ଅଧିକାରୀ । ସହିଦ ସେନା ଅଧିକାରୀ ହେଲେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶୀଷ ଧନଚାକ ଏବଂ ପୋଲିସ ଅଧିକାରୀ ହେଲେ ଡିଏସପି ହିମାନ୍ୟୁ ମୁଜାମିଲ ଭଟ୍ଟ । ଆତଙ୍କବାଦୀ ସହ ସେନା ଲଢେଇ ଜାରି ରହିଥିବା ବେଳେ ତିନି ସହିଦ ସେନା ଅଧିକାରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଗତ ଚବିଶଘଣ୍ଟା ଭିତରେ ଜମ୍ମୁ କାଶ୍ମୀରରେ ଦୁଇଥର ଏନକାଉଣ୍ଟର ହେଲାଣି ।

LEAVE A REPLY

Please enter your comment!
Please enter your name here