କୂଳରେ ପହଁଞ୍ଚିଲା ପରେ ଉଠି ନପାରି ପୁଣି ଫେରିଲା ହାତୀ । ମୁଣ୍ଡୁଳି ବ୍ୟାରେଜରେ ଫସିଥିବା ହାତୀ ପୁଣି ନଦୀ ମୁହାଁ । ଉଦ୍ଧାର ପାଇଁ କର୍ମଚାରୀଙ୍କ ପକ୍ଷରୁ ଉଦ୍ୟମ ଜୋରଦାର । ମହାନଦୀରେ ଫସି ରହିଥିବା ଦନ୍ତା ନିଜେ ନିଜେ ଚେଷ୍ଟା କରି କୂଳରେ ପହଁଞ୍ଚିଥିଲା । ହେଲେ ସୁରକ୍ଷିତ ନମଣିବାରୁ ପୁଣି ପାଣି ଭିତରକୁ ଯାଉଥିବାର ସୂଚନା ରହିଛି । ପାଣିର ସ୍ରୋତ ଅଧିକ ଥିବାରୁ ନଦୀ ମଧ୍ୟରେ ଦନ୍ତା ହାତୀଟି ଫସି ରହିଥିଲା । ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ହେଲା ଦନ୍ତାଟି ପାଣି ଭିତରେ ଜୀବନ ସହ ସଘଂର୍ଷ କରୁଛି ।

LEAVE A REPLY

Please enter your comment!
Please enter your name here