ଓଡ଼ିଶାରେ ବିଜେଡି ୧୨ଟି ଲୋକସଭା ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୫ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧ଟି ଆସନରେ ଆଗୁଆ ରହିଛି।

କୋରାପୁଟ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ଆଗୁଆ

କଳାହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ଆଗୁଆ

ଯାଜପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗୁଆ

ପୁରୀ ଲୋକସଭା- ବିଜେଡି ପ୍ରାର୍ଥୀ ପିନାକ୍ଷୀ ମିଶ୍ର ଆଗୁଆ

ସୁନ୍ଦରଗଡ ଲୋକସଭା- ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଆଗୁଆ

ବାଲେଶ୍ୱର ଲୋକସଭା- ବିଜେଡି ରବିନ୍ଦ୍ର ଜେନା ଆଗୁଆ

କେନ୍ଦୁଝର ଲୋକସଭା- ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣି ମୁର୍ମୁ ଆଗୁଆ

ସମ୍ବଲପୁର ଲୋକସଭା- ବିଜେପି ନୀତେଶ ଗଙ୍ଗଦେବ ଆଗୁଆ

ବିଜେପୁର ବିଜେଡି ବିଧାନସଭା- ବିଜେଡି ପ୍ରାର୍ଥୀ ନବୀନ ପଟ୍ଟାନୟକ ଆଗୁଆ

LEAVE A REPLY

Please enter your comment!
Please enter your name here