ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ୍ । ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟ ବର୍ଷା-ଅନୁଭବଙ୍କୁ ତାଗିଦ୍ କରିଛନ୍ତି । ସୋସିଆଲ ମିଡିଆରେ କେହି କାହା ବିରୁଦ୍ଧରେ କୌଣସି ମନ୍ତବ୍ୟ ନଦେବା ଲାଗି କୋର୍ଟ ଉଭୟଙ୍କୁ ତାଗିଦ୍ କରିଛନ୍ତି । ଏହାସହିତ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ସାଂସଦ ତଥା ଅନୁଭବଙ୍କୁ କୋର୍ଟ କହିଛନ୍ତି । ତେବେ ପରବର୍ତ୍ତୀ ଶୁଣାଣି ଲାଗି ଜୁଲାଇ ୪ କୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here