ଖାଉଟିଙ୍କ ଉପରେ ମହଙ୍ଗା ମାଡ । ପୁଣି ବଢିଲା ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦର । ୧୪ ଦଶମିକ ୨ କେଜି ଏଲପିଜି ସିଲିଣ୍ଡରର ଦର ୫୦ ଟଙ୍କା ବଢିଛି । ଏଥିସହିତ ଦିଲ୍ଲୀରେ ଆଜିଠୁ ଏଲପିଜି ସିଲିଣ୍ଡରର ଦର ହଜାରେ ୫୩ ଟଙ୍କାରେ ପହଁଞ୍ଚିଛି । ୫ କେଜି ଏଲପିଜି ସିଲିଣ୍ଡରର ଦର ୧୮ ଟଙ୍କା ବଢିଛି । ୧୯ କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡରର ଦର ୮ ଟଙ୍କା ୫୦ ପଇସା କମିଛି ।

LEAVE A REPLY

Please enter your comment!
Please enter your name here