କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ବଳିଆ ସଂପୂର୍ଣ୍ଣ ସୁସ୍ଥ ହୋଇ ଆସିଲେଣି. ଦିଲ୍ଲୀ ଏମ୍ସରେ ରହୁଥିବା ଜଗା ଓ ବଳିଆଙ୍କ ମଧ୍ୟରୁ ଜଗା ଡାକ୍ତରଖାନା ବାହାରକୁ ଆସିଲାଣି. ଜଗା ତା ମାଆଙ୍କ ସହ ଇଣ୍ଡିଆ ଗେଟ ପାଖରେ ବୁଲାବୁଲି କରୁଥିବାର ଫଟୋ ଏହି ଖୁସି ଖବର ଦେଇଛି. ଜଗା ପୁରାପୁରି ଫିଟ୍ ଥିବା ବେଳେ ବଳିଆକୁ ଜଗା ପରି ବାହାରେ ବୁଲାବୁଲି କରିବା ପାଇଁ ଅନୁମତି ମିଳିନି. ବଳିଆକୁ ଏବେ ବି ତରଳ ଖାଦ୍ୟ ଦିଆଯାଉଥିବା ଜଣାପଡିଛି.

LEAVE A REPLY

Please enter your comment!
Please enter your name here