ବ୍ରହ୍ମପୁର କୋର୍ଟ ରୁମରେ ଜଜଙ୍କୁ ଛୁରା ଦେଖାଇଲେ ଯୁବକ । ଶୁଣାଣି ଚାଲିଥିବାବେଳେ ଏସଡିଜେଏମଙ୍କୁ ଛୁରା ଦେଖାଇଲେ ଯୁବକ । ଏକ ମାମଲାର ଶୁଣାଣି ଚାଲିଥିବାବେଳେ ଯୁବକଙ୍କ ଉନ୍ମତକାଣ୍ଡ । ଯୁବକଙ୍କୁ ବ୍ରହ୍ମପୁର ବୈଦନାଥପୁର ଥାନାରେ ଅଟକ ରଖାଯାଇଛି । ଯୁବକଙ୍କ ନା ଭଗବାନ ସାହୁ । ସେ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ରୁହନ୍ତି । କିଛି ମାମଲା କାରଣରୁ ସେ ଆଜି କୋର୍ଟକୁ ଆସିଥିଲେ । ତେବେ କୋର୍ଟକୁ ଆସିବାବେଳେ ସେ ମଦ୍ୟପାନ କରିଥିବାର ଜଣାପଡିିଛି ।

LEAVE A REPLY

Please enter your comment!
Please enter your name here