ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଜନ୍ମଦିନ । କିନ୍ତୁ ଏଥରକ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାହିଁକି ନା ବାତ୍ୟା ଫନି ରାଜ୍ୟରେ ବିପୁଳ କ୍ଷତି କରିଛି । ତେଣୁ ଆସନ୍ତାକାଲି ଜନ୍ମ ଦିନ ପାଳିବେନି ନବୀନ । ଓଡିଶାବାସୀ ମୋ ପରିବାର । ତେଣୁ ନବୀନ ନିବାସ ନଆସି ଅନାଥଆଶ୍ରମ ଏବଂ ଭିନ୍ନକ୍ଷମ ପିଲାଙ୍କ ପାଇଁ କାମ କରିବାପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here