ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ପାଇଁ ଯେଉଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ସେହି ଟିମ୍‌ରେ ନାହାଁନ୍ତି ବିରାଟ କୋହଲି । ତେଣୁ ତାଙ୍କୁ ଟିମରୁ ଡ୍ରପ୍ କରାଯାଇଛି କିମ୍ବା ଆହତ କାରଣରୁ ସେ ବାଦ୍ ପଡିଛନ୍ତି ନାଁ ତାଙ୍କୁ ବିଶ୍ରାମ ଦିଆଯାଇଛି । ସେ ସମ୍ପର୍କରେ ବସିସିଆଇ ତରଫରୁ ସ୍ପଷ୍ଟ କରାଯାଇନାହିଁ । ପ୍ରାୟ ଦୁଇ ବର୍ଷ ଫର୍ମ ନାହାଁନ୍ତି ବିରାଟ କୋହଲି ।

LEAVE A REPLY

Please enter your comment!
Please enter your name here