୧୫ରେ ବନ୍ଦ ରହିବ ଓଡିଶା । ଗାଡି ଚଳାଚଳ , ଦୋକାନ ବଜାର କିଛି ସମୟ ପାଇଁ ଠପ୍ ହୋଇଯିବ । ତୌଳ ଦର ବୃଦ୍ଧି, କୋଟିଆ ବିବାଦ ମହାନଦୀ ବିବାଦ, ଖଣି ଖାଦାନ ଏବଂ କଟକ ମାହାଙ୍ଗାର ରାଜନୈତିକ ହତ୍ୟା ପ୍ରତିବାଦରେ ୧୫ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ୧୫ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏ ବନ୍ଦ ପାଳନ କରାଯିବ । ଓଡିଶା ବନ୍ଦ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here