ଜଗତସିଂହପୁର ଢିଙ୍କିଆ ବାବଦରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାଉଣ୍ଡ ଜିରୋର ଷ୍ଟାଟସ ରିପୋର୍ଟ ବା କଣ ସ୍ଥିତି ବର୍ତ୍ତମାନ ରହିଛି ଦେବା ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ଢିଙ୍କିଆ ଓ ପାଖ ଅଞ୍ଚଳକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୭ରେ ମାମଲା ଉପରେ ହେବ ପରବର୍ତ୍ତୀ ଶୁଣାଣି ।

LEAVE A REPLY

Please enter your comment!
Please enter your name here