ତିହାର ଜେଲ ଯିବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ, ଆଇଏନଏକ୍ସ ମିଡିଆ ସ୍କାମ ମାମଲାରେ ତିହାର ଜେଲ ଯିବେ, ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ବିଭାଗୀୟ ହାଜତ ଯିବେ । ବିଚାର ବିଭାଗୀୟ ହାଜତ ପଠାଇଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ସିବିଆଇ ରିମାଣ୍ଡ ଶେଷ ପରେ ଆଜି କୋର୍ଟରେ ହାଜର ହୋଇଥିଲେ

LEAVE A REPLY

Please enter your comment!
Please enter your name here