ଶପଥ ନେଇଛନ୍ତି ନବୀନଙ୍କ ନୂଆ ଟିମ୍ । ୧୩ କ୍ୟାବିନେଟ୍ ମନ୍ତ୍ରୀ, ୮ ରାଷ୍ଟ୍ର ମନ୍ତ୍ରୀ ଶପଥ ନେଇଛନ୍ତି ।
ଶପଥ ନେଲେ ୧୩ କ୍ୟାବିନେଟ, ୮ ରାଷ୍ଟ୍ର ମନ୍ତ୍ରୀ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କ୍ୟାବିନେଟ ମନ୍ତ୍ରୀ
ପ୍ରମିଳା ମଲ୍ଲିକ-କ୍ୟାବିନେଟ୍ ମନ୍ତ୍ରୀ
ଉଷା ଦେବୀ-କ୍ୟାବିନେଟ୍ ମନ୍ତ୍ରୀ
ପ୍ରଫୁଲ୍ଲ ମଲ୍ଲିକ-କ୍ୟାବିନେଟ୍ ମନ୍ତ୍ରୀ
ପ୍ରତାପ ଦେବ- କ୍ୟାବିନେଟ ମନ୍ତ୍ରୀ
ନବକିଶୋର ଦାସ- କ୍ୟାବିନେଟ୍ ମନ୍ତ୍ରୀ
ଜଗନ୍ନାଥ ସାରକା- କ୍ୟାବିନେଟ୍ ମନ୍ତ୍ରୀ
ଟୁକୁନି ସାହୁ-କ୍ୟାବିନେଟ୍ ମନ୍ତ୍ରୀ
ଅତନୁ ସବ୍ୟସାଚୀ ନାୟକ-କ୍ୟାବିନେଟ୍ ମନ୍ତ୍ରୀ
ପ୍ରଦୀପ ଅମାତ- କ୍ୟାବିନେଟ୍ ମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା-କ୍ୟାବିନେଟ୍ ମନ୍ତ୍ରୀ
ରାଜେନ୍ଦ୍ର ଢୋଲକିଆ- କ୍ୟାବିନେଟ୍ ମନ୍ତ୍ରୀ
ରାଷ୍ଟ୍ର ମନ୍ତ୍ରୀ

ସମୀର ରଞ୍ଜନ ଦାସ- ରାଷ୍ଟ୍ର ମନ୍ତ୍ରୀ
ଅଶ୍ୱିନୀ ପାତ୍ର- ରାଷ୍ଟ୍ର ମନ୍ତ୍ରୀ
ପ୍ରୀତିରଞ୍ଜନ ଘଡାଇ- ରାଷ୍ଟ୍ର ମନ୍ତ୍ରୀ
ଶ୍ରୀକାନ୍ତ ସାହୁ (ସ୍ୱାଧୀନ) ରାଷ୍ଟ୍ର ମନ୍ତ୍ରୀ
ତୁଷାରକାନ୍ତି ବେହେରା- ରାଷ୍ଟ୍ର ମନ୍ତ୍ରୀ
ରୋହିତ ପୂଜାରୀ- ରାଷ୍ଟ୍ର ମନ୍ତ୍ରୀ
ରୀତା ସାହୁ- ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)
ବାସନ୍ତୀ ହେମ୍ବ୍ରମ୍‌-ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ)

LEAVE A REPLY

Please enter your comment!
Please enter your name here