ନବୀନଙ୍କ ମନ୍ତ୍ରୀମଣ୍ଡଳର ହେବ ନବକଳେବର । ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ପ୍ରଥମଥର ପାଇଁ ନବୀନ ସରକାରରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କିନ୍ତୁ ହେଡକ୍ୱାର୍ଟର୍ସ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କାହାକୁ ନୂଆ ମନ୍ତ୍ରୀଭାବେ ବାଛିବେ ନବୀନ । କାଲି ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରୀ ଶପଥ ନେବେ । ରାଜଭବନ କନଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେବେ । ନୂଆ ମନ୍ତ୍ରୀଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଜୋର ସୋରରେ ଚାଲିଛି । ପ୍ରଦୀପ ଅମାତ ଓ ଲତିକା ପ୍ରଧାନ ନୂଆ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here