ପଞ୍ଚିମବଙ୍ଗ ମନ୍ତ୍ରୀମଣ୍ଡଳରୁ ପାର୍ଥ ଚାଟାର୍ଜୀ ବିଦା ହୋଇଛନ୍ତି । ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି ପଶ୍ଚିମବଙ୍ଗ ସରକାର । ମମତା ବାନାର୍ଜୀ ସରକାରରେ ଶିଳ୍ପ, ବାଣିଜ୍ୟ, ଆଇଟି ଓ ସଂସଦୀୟ ବ୍ୟାପାର ବିଭାଗୀୟ ମନ୍ତ୍ରୀ ଥିଲେ । ନିକଟରେ ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ତାଙ୍କୁ ଗିରଫ କରିଛି ଇଡି । ୨୦୧୪ ଓ ୨୦୧୬ରେ ପଶ୍ଚିମବଙ୍ଗ ସରକାରୀ ସ୍କୁଲରେ ଦୁର୍ନିତୀ ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here