ଗତକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ବିଗତ ୫ ବର୍ଷରେ ଗୋଟିଏ ଦିନରେ ବି ଏତେ ବର୍ଷା ରେକର୍ଡ ହୋଇନି । ବର୍ଷା ବିତ୍ପାତ ନେଇ ପାଣିପାଗ ବିଗ୍ୟାନୀ ଉମାଶଙ୍କର ଦାସଙ୍କ ସୂଚନା । ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି, ୫ଟି ସ୍ଥାନରେ ୩୦୦ ମିମି.ରୁ ଅଧିକ ବର୍ଷା ହୋଇଛି । ଅସ୍ତରଙ୍ଗରେ ୫୩୦ ମିମି. ଓ କାକଟପୁରରେ ୫୨୫ ମିମି.ବର୍ଷା । ଜଗତସିଂହପୁର ବାଲିକୁଦାରେ ୪୪୦ ମିମି. ବର୍ଷା ରେକର୍ଡ । କଟକ କଣ୍ଟାପଡାରେ ୩୮୧ ମିମି. ଓ ନିଆଳିରେ ୩୭୦ ମିମି . ବର୍ଷା । ପୁରୀରେ ୩୪୨.୫ ମିମି ବର୍ଷା, । ୨୦ଟି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ । ମୋଟ ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଗତ ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି।

LEAVE A REPLY

Please enter your comment!
Please enter your name here