ପ୍ରଚଣ୍ଡ ଶବ୍ଦରେ ଥରିଲା ଚାରୋଟି ଜିଲ୍ଲା । ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାର କେତେକ ଅଞ୍ଚଳରେ ଆଜି ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇପଡିଛନ୍ତି । ଲୋକେ ଏହାକୁ ପ୍ରଥମେ ଭୂମିକମ୍ପ ବୋଲି ଭାବି ଘରୁ ବାହାରକୁ ପଳାଇ ଆସିଥିଲେ । ମାତ୍ର ପରେ ଜାଣିବାକୁ ମିଳିଥିଲା ଏହା ଭୂକମ୍ପଜନିତ ଶବ୍ଦ ନୁହେଁ ।

LEAVE A REPLY

Please enter your comment!
Please enter your name here