ରାଜ୍ୟରେ ବିରୋଧୀଦଳ ନେତା ବଦଳିବେ I ବିଧାୟିକା କୁସୁମ ଟେଟେ ଏହି ସୂଚନା ଦେଇଛନ୍ତି I ବିରୋଧୀ ଦଳ ନେତାଙ୍କୁ ବଦଳାଇବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କୁ ଭେଟି ରାଜ୍ୟ ବିଜେପି ବିଧାୟକମାନେ ଅବଗତ କରାଇଛନ୍ତି I ଦଳର ରାଜ୍ୟ ସଭାପତିଙ୍କୁ ମଧ୍ୟ ଜଣାଇଛନ୍ତି I ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଦଳ ନୂଆ ବିରୋଧୀ ଦଳ ନେତା ଚୟନ କରିବ I ଏବେ ବିରୋଧୀ ଦଳ ନେତା ଭାବେ ପ୍ରଦୀପ୍ତ ନାୟକ କାର୍ଯ୍ୟ କରୁଛନ୍ତି I ତେବେ ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ I

LEAVE A REPLY

Please enter your comment!
Please enter your name here