ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରେ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ । ଆଜି ଗୋଟିଏ ଦିନରେ ୬ ପଜିଟିଭ ଚିହ୍ନଟ । ପଜିଟିଭଙ୍କ ସଂଖ୍ୟା ୮୯ ଏହି ଦୁଇ ଜଣଙ୍କୁ ମିଶାଇ ବାଲେଶ୍ୱରରେ ପଜିଟିଭ ସଂଖ୍ୟା ୧୦କୁ ବୃଦ୍ଧି । ।

LEAVE A REPLY

Please enter your comment!
Please enter your name here