ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି. ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସେ ନିଜେ ହିଂଜିଳିକାଟୁ ଓ ବିଜେପୁର ବିଧାନସଭା ଆସନରୁ ଲଢିବେ ବୋଲି କହିଛନ୍ତି.
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
କୋରାପୁଟ ଲୋକସଭା : କୌଶଲ୍ୟା ହିକ୍କା
ବିଷମକଟକ: ଜଗନ୍ନାଥ ସାରକା
ଗୁଣୁପୁର: ରଘୁନାଥ ଗମାଙ୍ଗୋ
ରାୟଗଡ଼ା: ଲାଲବିହାରି ହିମିରିକା
କୋରାପୁଟ: ରଘୁରାମ ପାଡ଼ଲ
ଲକ୍ଷ୍ମୀପୁର: ପ୍ରଭୁ ଜାନୀ
ଜୟପୁର: ରବି ନାରାୟଣ ନନ୍ଦ
ନବରଙ୍ଗପୁର ଲୋକସଭା: ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର: ଶ୍ରୀ ସଦାଶିବ ପ୍ରଧାନୀ
ଉମରକୋଟ: ସୁବାଷ ଗଣ୍ଡ
ଡାବୁଗାଁ: ମନୋହର ରାନ୍ଧାରୀ
କୋଟପାଡ଼: ପଦ୍ମିନୀ ଡିଆଁ
ଚିତ୍ରକୋଣ୍ଡା: ପୂର୍ଣ୍ଣଚନ୍ଦ୍ର ସାକା
କଳାହାଣ୍ଡି ଲୋକସଭା: ପୁଷ୍ପେନ୍ଦ୍ର ସିଂହଦେଓ
ଭବାନୀପାଟଣା: ଦୁଷ୍ମନ୍ତ ନାୟକ
ନର୍ଲା: ଭୁପିନ୍ଦର ସିଂହ
ଜୁନାଗଡ଼: ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼: ମୌହୋଷଦୀ ବାଗ
ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ
ଖଡ଼ିଆଳ: ଲମ୍ବୋଦର ନିଆଳ
ବ୍ରହ୍ମପୁର ଲୋକସଭା: ଚନ୍ଦ୍ରଶେଖର ସାହୁ
ବ୍ରହ୍ମପୁର: ବିକ୍ରମ ପଣ୍ଡା
ଗୋପାଳପୁର: ପ୍ରଦୀପ ପାଣିଗ୍ରାହୀ
ଦଗପହଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର
ଚିକିଟି: ଉଷା ଦେବୀ
ଛତ୍ରପୁର: ସୁବାଷ ଚନ୍ଦ୍ର ବେହେରା
ପାରଳାଖେମୁଣ୍ଡି: କଲ୍ୟାଣୀ ଗଜପତି
ମୋହନା: ପୂର୍ଣ୍ଣବାସୀ ନାୟକ
ଆସ୍କା ଲୋକସଭା: ପ୍ରମିଳା ବିଶୋୟୀ
ଆସ୍କା: ମଞ୍ଜୁଳା ସ୍ୱାଇଁ
ସୋରଡ଼ା: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
ସାନଖେମୁଣ୍ଡି: ନନ୍ଦିନୀ ଦେବୀ
ହିଞ୍ଜିଳି: ନବୀନ ପଟ୍ଟନାୟକ
ପୋଲସରା: ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର: ଲତିକା ପ୍ରଧାନ
ଖଲ୍ଲିକୋଟ: କେ କେ ସୂର୍ଯ୍ୟମଣୀ ବୈଦ୍ୟ
କନ୍ଧମାଳ ଲୋକସଭା: ଅଚ୍ୟୁତ ସାମନ୍ତ
ବାଲିଗୁଡ଼ା: ଚକ୍ରଧର କହଁର
ଜି.ଉଦୟଗିରି: ସାଲୁକା ପ୍ରଧାନ
ବୌଦ୍ଧ: ପ୍ରଦୀପ ଅମାତ
କଣ୍ଟାମାଳ: ମହୀଧର ରଣା
ଭଞ୍ଜନଗର: ବିକ୍ରମ କେଶରୀ ଆରୁଖ
ଦଶପଲ୍ଲା: ରମେଶ ବେହେରା
ବଲାଙ୍ଗୀର ଲୋକସଭା: କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ଼: ଟୁକୁନି ସାହୁ
ପାଟଣାଗଡ଼: ସରୋଜ ମେହେର
ସୋନପୁର: ନିରଞ୍ଜନ ପୂଜାରୀ
କଣ୍ଟାବାଞ୍ଜି: ଅଜୟ ଦାସ
ବୀରମହାରାଜପୁର: ପଦ୍ମନାଭ ବେହେରା
ବରଗଡ଼ ଲୋକସଭା: ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼: ଦେବେସ ଆଚାର୍ଯ୍ୟ
ଅତାବିରା: ସ୍ନେହାଙ୍ଗିନୀ ଛୁରିଆ
ଭଟଲୀ: ସୁଶାନ୍ତ ସିଂହ
ପଦ୍ମପୁର: ବିଜୟ ରଞ୍ଜନ ସିଂହ ବରିହା
ବିଜେପୁର: ନବୀନ ପଟ୍ଟନାୟକ
ଝାରସୁଗଡ଼ା: ନବକିଶୋର ଦାସ
ସୁନ୍ଦରଗଡ଼ ଲୋକସଭା: ସୁନୀତା ବିଶ୍ୱାଳ
ସୁନ୍ଦରଗଡ଼: ଯୋଗଶ ସିଂହ
ରାଜଗାଙ୍ଗପୁର: ମଙ୍ଗଳା କିଷାନ
ତଳସରା: ଷ୍ଟିପେନ୍ ସୋରେନ୍
ରାଉରକେଲା: ସାରଦା ନାଏକ
ରଘୁନାଥପଲ୍ଲୀ: ସୁବ୍ରତ ତରାଇ
ବଣାଇ: ରଞ୍ଜିତ କିଷାନ