ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି. ନବୀନ ନିବାସରେ ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସେ ନିଜେ ହିଂଜିଳିକାଟୁ ଓ ବିଜେପୁର ବିଧାନସଭା ଆସନରୁ ଲଢିବେ ବୋଲି କହିଛନ୍ତି.

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

କୋରାପୁଟ ଲୋକସଭା : କୌଶଲ୍ୟା ହିକ୍‌କା

ବିଷମକଟକ: ଜଗନ୍ନାଥ ସାରକା

ଗୁଣୁପୁର: ରଘୁନାଥ ଗମାଙ୍ଗୋ

ରାୟଗଡ଼ା: ଲାଲବିହାରି ହିମିରିକା

କୋରାପୁଟ: ରଘୁରାମ ପାଡ଼ଲ

ଲକ୍ଷ୍ମୀପୁର: ପ୍ରଭୁ ଜାନୀ

ଜୟପୁର: ରବି ନାରାୟଣ ନନ୍ଦ

 

ନବରଙ୍ଗପୁର ଲୋକସଭା: ରମେଶ ଚନ୍ଦ୍ର ମାଝୀ

ନବରଙ୍ଗପୁର: ଶ୍ରୀ ସଦାଶିବ ପ୍ରଧାନୀ

ଉମରକୋଟ: ସୁବାଷ ଗଣ୍ଡ

ଡାବୁଗାଁ: ମନୋହର ରାନ୍ଧାରୀ

କୋଟପାଡ଼: ପଦ୍ମିନୀ ଡିଆଁ

ଚିତ୍ରକୋଣ୍ଡା: ପୂର୍ଣ୍ଣଚନ୍ଦ୍ର ସାକା

କଳାହାଣ୍ଡି ଲୋକସଭା: ପୁଷ୍ପେନ୍ଦ୍ର ସିଂହଦେଓ

ଭବାନୀପାଟଣା: ଦୁଷ୍ମନ୍ତ ନାୟକ

ନର୍ଲା: ଭୁପିନ୍ଦର ସିଂହ

ଜୁନାଗଡ଼: ଦିବ୍ୟଶଙ୍କର ମିଶ୍ର

ଧର୍ମଗଡ଼: ମୌହୋଷଦୀ ବାଗ

ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ

ଖଡ଼ିଆଳ: ଲମ୍ବୋଦର ନିଆଳ

 

ବ୍ରହ୍ମପୁର ଲୋକସଭା: ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର: ବିକ୍ରମ ପଣ୍ଡା

ଗୋପାଳପୁର: ପ୍ରଦୀପ ପାଣିଗ୍ରାହୀ

ଦଗପହଣ୍ଡି: ସୂର୍ଯ୍ୟ ନାରାୟଣ ପାତ୍ର

ଚିକିଟି: ଉଷା ଦେବୀ

ଛତ୍ରପୁର: ସୁବାଷ ଚନ୍ଦ୍ର ବେହେରା

ପାରଳାଖେମୁଣ୍ଡି: କଲ୍ୟାଣୀ ଗଜପତି

ମୋହନା: ପୂର୍ଣ୍ଣବାସୀ ନାୟକ

 

ଆସ୍କା ଲୋକସଭା: ପ୍ରମିଳା ବିଶୋୟୀ

ଆସ୍କା: ମଞ୍ଜୁଳା ସ୍ୱାଇଁ

ସୋରଡ଼ା: ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ସାନଖେମୁଣ୍ଡି: ନନ୍ଦିନୀ ଦେବୀ

ହିଞ୍ଜିଳି: ନବୀନ ପଟ୍ଟନାୟକ

ପୋଲସରା: ଶ୍ରୀକାନ୍ତ ସାହୁ

କବିସୂର୍ଯ୍ୟନଗର: ଲତିକା ପ୍ରଧାନ

ଖଲ୍ଲିକୋଟ: କେ କେ ସୂର୍ଯ୍ୟମଣୀ ବୈଦ୍ୟ

 

କନ୍ଧମାଳ ଲୋକସଭା: ଅଚ୍ୟୁତ ସାମନ୍ତ

ବାଲିଗୁଡ଼ା: ଚକ୍ରଧର କହଁର

ଜି.ଉଦୟଗିରି: ସାଲୁକା ପ୍ରଧାନ

ବୌଦ୍ଧ: ପ୍ରଦୀପ ଅମାତ

କଣ୍ଟାମାଳ: ମହୀଧର ରଣା

ଭଞ୍ଜନଗର: ବିକ୍ରମ କେଶରୀ ଆରୁଖ

ଦଶପଲ୍ଲା: ରମେଶ ବେହେରା

 

ବଲାଙ୍ଗୀର ଲୋକସଭା: କଳିକେଶ ନାରାୟଣ ସିଂହଦେଓ

ଟିଟିଲାଗଡ଼: ଟୁକୁନି ସାହୁ

ପାଟଣାଗଡ଼: ସରୋଜ ମେହେର

ସୋନପୁର: ନିରଞ୍ଜନ ପୂଜାରୀ

କଣ୍ଟାବାଞ୍ଜି: ଅଜୟ ଦାସ

ବୀରମହାରାଜପୁର: ପଦ୍ମନାଭ ବେହେରା

 

ବରଗଡ଼ ଲୋକସଭା: ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼: ଦେବେସ ଆଚାର୍ଯ୍ୟ

ଅତାବିରା: ସ୍ନେହାଙ୍ଗିନୀ ଛୁରିଆ

ଭଟଲୀ: ସୁଶାନ୍ତ ସିଂହ

ପଦ୍ମପୁର: ବିଜୟ ରଞ୍ଜନ ସିଂହ ବରିହା

ବିଜେପୁର: ନବୀନ ପଟ୍ଟନାୟକ

ଝାରସୁଗଡ଼ା: ନବକିଶୋର ଦାସ

 

ସୁନ୍ଦରଗଡ଼ ଲୋକସଭା: ସୁନୀତା ବିଶ୍ୱାଳ

ସୁନ୍ଦରଗଡ଼: ଯୋଗଶ ସିଂହ

ରାଜଗାଙ୍ଗପୁର: ମଙ୍ଗଳା କିଷାନ

ତଳସରା: ଷ୍ଟିପେନ୍‌ ସୋରେନ୍‌

ରାଉରକେଲା: ସାରଦା ନାଏକ

ରଘୁନାଥପଲ୍ଲୀ: ସୁବ୍ରତ ତରାଇ

ବଣାଇ: ରଞ୍ଜିତ କିଷାନ

LEAVE A REPLY

Please enter your comment!
Please enter your name here