ବ୍ରହ୍ମପୁରରେ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର ସଂଘମିତ୍ରା ଦଳେଇ । ମିଳିଥିବା ସୂଚନା ଅନୁଯାୟୀ ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ 20, 236 ଭୋଟରେ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here