ପୁଣି ମହାନଦୀରେ ବୁଡିଗଲେ ଦୁଇଛାତ୍ର । ପାରାଦୀପ ନିକଟରେ ମହାନଦୀରେ ଗାଧଉଥିବା ବେଳେ ଦୁଇଜଣ ଛାତ୍ର ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୁଜଙ୍ଗ ହସପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ମୃତ ପଥୁରିଆର ଏବଂ ସେମାନେ ଯୁକ୍ତଦୁଇ ପଢୁଥିଲେ । ନିକଟରେ ଯୋବ୍ରା ନିକଟରେ ମହାନଦୀରେ ଗାଧେଇବାକୁ ଯାଇ ତିନିଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here