ମୁସାରଫକୁ ମୃତ୍ୟୁ ଦଣ୍ଡ । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛି । ଦେଶଦ୍ରୋହ ଅପରାଧରେ କୋର୍ଟ ଏହି ମୃତ୍ୟୁ ଦଣ୍ଡାଦେଶ ଦେଇଛି । ୨୦୦୭ରେ ମୁସାରଫ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ବିଚାରପତି ମାନଙ୍କୁ ଗୃହବନ୍ଦୀ ରଖିଥିଲେ । ଏହି ମାମଲାରେ କୋର୍ଟ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛି । ତେବେ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିବା ପରଠୁ ସେ ଦେଶ ଛାଡି ବିଦେଶରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here