ରାଜ୍ୟରେ ଘାଇଁ ଘାଇଁ ହୋଇ ବଢୁଛି କରେନା ଆକ୍ରାନ୍ତ ସଂଖ୍ୟା । ଯାଜପୁରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରରେ କରୋନା ଆକ୍ରାନ୍ତ ସଂଖ୍ୟା ୩୮ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ ।

LEAVE A REPLY

Please enter your comment!
Please enter your name here