ଯାଜପୁରରେ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ । ଯାଜପୁରରେ ୩୯ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତ ଜଣକ ବେହେରାପାଟଣା ଅଞ୍ଚଳର ୩୦ ବର୍ଷର ଯୁବକ । ଆଜି ଯାଜପୁରରୁ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କର କିଛି ଲକ୍ଷଣ ନଥିଲା । ରାଜ୍ୟରେ ୧୪୮ କୁ ବୃଦ୍ଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

LEAVE A REPLY

Please enter your comment!
Please enter your name here