ବସ୍ ସହ ଧକ୍କା ହେଲା ବାଇକ । ବାଇକରେ ବସିଥିବା ତିନି ଜଣ ଯୁବକ ଯାଇ ବସର ଚକା ତଳେ । ମାତ୍ର ବଞ୍ଚିଗଲା ତିନି ଜଣଙ୍କ ଜୀବନ । ଦେଖନ୍ତୁ ଏ ଭିଡ଼ିଓ ……

ଦୃଶ୍ୟଟି ହେଉଛି ତାମିଲନାଡ଼ୁର । ଗୋଟିଏ ବସ୍ ସହ ଧକ୍କା ହେଉଛି ବାଇକର । ଧକ୍କା ହେବା ପରେ ବାଇକରେ ବସିଥିବା ତିନି ଜଣ ଯୁବକ ଯାଇ ବସର ଚକା ତଳେ । ହେଲେ ବଞ୍ଚିଗଲା ପ୍ରାଣ । କେବଳ ଅଳ୍ପ ବହୁତେ ଆହତ ହୋଇଛନ୍ତି ସେମାନେ ।

ଆପଣ ବିଶ୍ୱାସ ବି କରିପାରିବେନି ଯେ ଏଭଳି ଦୁର୍ଘଟଣା ପରେ ବି କାହାର ଜୀବନ ବଞ୍ଚିଯାଇପାରେ । ହେଲେ ଯାହାକୁ ରଖିବେ ଅନନ୍ତ, ତାକୁ ମାରିବ କିଏ ।

ଆଶ୍ଚର୍ଯ୍ୟ କରିବା ଭଳି ଏହି ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିବା ପରେ ଭିଡ଼ିଓ ଟି କେତେକ ଗଣମାଧ୍ୟମ ସାଇଟ୍ ସହ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି 16 ସେପ୍ଟେମ୍ବରର ।

LEAVE A REPLY

Please enter your comment!
Please enter your name here