ଭୁବନେଶ୍ୱର ଆକାଶରେ ଭାରତୀୟ ବାୟୁସେନାଙ୍କ ଜଲୱା । କୁଆଖାଇ ନଦୀ ପଠା ଆକାଶରେ ୯ଟି ହକ୍ ଲଢୁଆ ବିମାନ ସାହାସିକ ପ୍ରଦର୍ଶନ କରିଥିଲେ । ଏକାସାଙ୍ଗରେ ଆକାଶରେ ଉଡିଥିଲା ୯ଟି ହକ୍ ଲଢୁଆ ବିମାନ । ଆକାଶରେ ଶୁଭୁଥିଲା ଲଢୁଆ ବିମାନର ଗର୍ଜନ । ଶୋ’ ଦେଖୁଥିଲେ ହଜାର ହଜାର ଦର୍ଶକ । ବାୟୁ ବୀରଙ୍କ ବିରତ୍ୱକୁ ଚାହିଁ ରହିଥିଲେ ଦର୍ଶକ । ପ୍ରଥମେ ୫୦୦ରୁ ୧୦୦୦ ଫିଟ୍ ଉଚ୍ଚତାରେ ୯ଟି ହକ୍ ବିମାନ ଉଡାଣ ଭରିଥିଲେ ।

LEAVE A REPLY

Please enter your comment!
Please enter your name here