ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଚର୍ଚ୍ଚିତ କିଶୋର ଭାଇଙ୍କ ହୋଟେଲକୁ ଭାଙ୍ଗିଲା ବିଏମସି । ବେଆଇନ ଭାବେ ମଟନ ହୋଟେଲ ତିଆରି ହୋଇଥିବାରୁ ବିଏମସି ଭାଙ୍ଗିଛି । ବୁଧବାର ଚଢାଉ କରି ହୋଟେଲକୁ ସିଲ୍ କରିଥିଲା ବିଏମସି । ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିଥିଲେ କିଶୋର ଭାଇନା ।

LEAVE A REPLY

Please enter your comment!
Please enter your name here