ଅସହ୍ୟ ଥଣ୍ଡା ପାଇଁ ସତର୍କ ପଦକ୍ଷେପ ନେଲେ ରାଜ୍ୟ ସରକାର । ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ଥଣ୍ଡା ପାଇଁ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ କହିଲେ । ସବୁ ବ୍ଲକ , ତହସିଲ, ଗ୍ରାମ ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ । ଗରିବ, ବାସହୀନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ ଯୋଗାଇବାକୁ ନିର୍ଦ୍ଦେଶ । ଆଶ୍ରୟସ୍ଥଳ, ସ୍କୁଲ ଘର, ସର୍ବସାଧାରଣ କୋଠା ଖୋଲା ରଖିବାକୁ ନିର୍ଦ୍ଦେଶ । ଗରିବ ଲୋକେ ରାତିରେ ରହିବାକୁ ସ୍କୁଲ ଘର ଖୋଲାପାଇଁ ନିର୍ଦ୍ଦେଶ । ଥଣ୍ଡାପାଇଁ ୧୮ ଜିଲ୍ଲାକୁ ଓାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here